ବିଜେପିର ଅହଂକାର:‘୧୯ରେ ଜିତିବୁ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଆମକୁ କେହି ହରାଇ ପାରିବେ ନାହିଁ ’

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନଜରରେ ରଖି ଏହାର ପ୍ରସ୍ତୁତି ନିମନ୍ତେ ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଜେପିର ଦୁଇଦନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶେଷ ଦିନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେପି ବହୁମତ ହାସଲ କରି ପୁଣି ଥରେ କ୍ଷମତାକୁ ଆସିବ। କେବଳ ସେତିକି ନୁହଁ ଆଗାମୀ ୫୦ … Continue reading ବିଜେପିର ଅହଂକାର:‘୧୯ରେ ଜିତିବୁ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଆମକୁ କେହି ହରାଇ ପାରିବେ ନାହିଁ ’